ଜେନେରାଲ୍‌ ବିପିନ ରାୱତ୍‌ଙ୍କୁ ୧୭ ତୋପ ସଲାମୀ

ଶବ ସଂସ୍କାରରେ ଯୋ‌ଗ ଦେବେ ୮୦୦ ସେନା କର୍ମଚାରୀ ନୂଆଦିଲ୍ଲୀ: ଆଜି ଅପରାହ୍ନ ୨ଟା ପରେ ଦିଲ୍ଲୀର କାମରାଜ ମାର୍ଗ ବାସଭବନରୁ ବ୍ରାର୍‌ ଛକସ୍ଥିତ ଶ୍ମଶାନ ଅଭିମୁଖେ ଭାରତର ପ୍ରଥମ ‘ସିଡିଏସ୍‌’ ଜେନେରାଲ୍‌ ବିପିନ ରାୱତ୍‌ ଏବଂ ତାଙ୍କ ପତ୍ନୀ ମଧୁଲିକାଙ୍କ ଶବଯାତ୍ରା ବାହାରିବ। ସେଠାରେ ସନ୍ଧ୍ୟା ୫ଟାରେ ପୂର୍ଣ୍ଣ ସାମରିକ ମର୍ଯ୍ୟାଦା ସହ ସେମାନଙ୍କର ଶବ ସଂସ୍କାର କରାଯିବ। ପ୍ରୋଟକଲ୍‌ ଅନୁସାରେ, ଜେନେରାଲ୍‌ ରାୱତ୍‌ଙ୍କୁ ୧୭ ତୋପ ସଲାମୀ … Continue reading ଜେନେରାଲ୍‌ ବିପିନ ରାୱତ୍‌ଙ୍କୁ ୧୭ ତୋପ ସଲାମୀ